ନିର୍ବାଚନ ନେଇ କଟକ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

କଟକ, (ନାଗରାଜ ନ୍ୟୁଜ): ନିର୍ବାଚନ ନେଇ ପ୍ରସ୍ତୁତି ବୈଠକ । ପଞ୍ଚାୟତ ନିର୍ବାଚନ ପାଇଁ ମତଦାନକୁ ନେଇ କଟକ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ । କଟକ କମିଶନରେଟ ପୋଲିସ ଅଧୀନରେ ଆସୁଥିବା ମତଦାନ କେନ୍ଦ୍ରରେ ସଜାଗ ରହିବ ପୋଲିସ । ସମ୍ବେଦନଶୀଳ ବୁଥରେ ଅଧିକ ପୋଲିସ କର୍ମୀ ମୁତୟନ । କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଚାଲିଛି ବୈଠକ । କଟକ ୟୁପିଡି ଅଧୀନରେ ଥିବା ୭ଟି ଥାନାରେ ହେବ ମତଦାନ । ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଷ୍ଟ୍ରାଇକିଙ୍ଗ ସହ ପେଟ୍ରୋଲିଂ ଜୋରଦାର କରାଯିବ । ୨୦୦ ସହ ହୋମ ଗାର୍ଡ, ଏପିଆର ଓ ସବୁ ଅଧିକାରୀଙ୍କୁ ମୁତୟନ କରାଯାଇଛି । କଟକ କମିଶନରେଟ ଅଧୀନରେ ୪ ଟି ପର୍ଯ୍ୟାୟ ମତଦାନ ହେବ ।

Leave a Reply

Your email address will not be published.