ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ସଂଖପୋଇ ଜୋଙ୍ଗଲ ନିକଟରେ ଥିବା ଏକ ଆଖୁ ବିଲ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ । କାରଣ ଅସ୍ପଷ୍ଟ। ହାତୀ ଟିର ବୟସ ପାଖାପାଖି 15-20 ବର୍ଷ ହୋଇଥିବା ସୂଚନା ଦେଲେ ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ। ହାତୀଟି ର ଶୁଣ୍ଢ ରେ ଗଭୀର ଆଘାତ ରହିଛି।

Leave a Reply

Your email address will not be published.