ରାମ ମନ୍ଦିର ପ୍ରତିଷ୍ଠା ବେଳେ ଅଗ୍ନୀକାଣ୍ଡ

ବାଙ୍କୀ, (ନାଗରାଜ ନ୍ୟୁଜ ): ବାଙ୍କୀ ପାଥପୁରଗ୍ରାମରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ଅଗ୍ନୀକାଣ୍ଡ ଘଟିଛି । ଅଗ୍ନୀକାଣ୍ଡରେ ବିଭିନ୍ନ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଉପସ୍ଥିତ ଥିବା କୈାଣସି ଲୋକ ଆହତ ହୋଇନଥିବା ଜଣାଯାଇଛି । ଡମପଡ଼ା ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave a Reply

Your email address will not be published.