ଭାଲୁଙ୍କା ବିଶ୍ୱାବସୁ ଶବର ପଡ଼ିଆରେ ଅଗ୍ନି ଉତ୍ସବ

ବାରଙ୍ଗ, (ନାଗରାଜ ନ୍ୟୁଜ): କଟକ ବାରଙ୍ଗ ବ୍ଳକ ଅଧିନ ଭାଲୁଙ୍କା ଶବର ସାହି ସ୍ଥିତ ବିଶ୍ୱାବସୁ ଶବର ପଡ଼ିଆରେ ପବିତ୍ର ଅଗ୍ନୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ବାଲୁଙ୍କା ଶବର ସାହିର ଗାଁ ମୁଖିଆ ଖତି ନାୟକ, ମୁରଲିଧର ନାୟକ, ପରମାନନ୍ଦ ବେହେରା, କେଦାର ନାୟକ, ବଟିଆ ନାୟକ, ଜଗନ ନାୟକ, ଗୋବିନ୍ଦ ନାୟକ, ଲିପୁ ନାୟକ, ଦିଲ୍ଲିପ ନାୟକ, କାଠିଆ ନାୟକ ଓ ସାହିର ଛୋଟ ପିଲା ଓ ମହିଳାମାନେ ରହି ଅଗ୍ନି ଉତ୍ସବ ପାଳନରେ ସାମିଲ ହୋଇଥିଲେ । ଏଥିରେ ବହୁ ଆଦିବାସୀ ଯୋଗ ଦେଇ ବିଶ୍ୱ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published.