ବ୍ୟବସାୟୀଙ୍କୁ ଗୁଳି କରି ଲୁଟିନେଲେ ସୁନା ଅଳଙ୍କାର

କଟକ, (ନାଗରାଜ ନ୍ୟୁଜ): ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ତିନି ରାଉଣ୍ଡ ଗୁଳି ଚାଲାଣ କରି ମାଲିକ ଦେବେନ୍ଦ୍ର ମହାରଣା ଓ ତାଙ୍କ ସହଯୋଗୀଙ୍କଠାରୁ ଦୃର୍ବୁତ୍ତ ସୁନା ଲୁଟିନେଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.