ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା, ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ,(ନାଗରାଜ ନ୍ୟୁଜ): ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ୱର୍ ପ୍ଲେଟ ମାମଲା । ରାଜ୍ୟ ସଡକ ପରିବହନ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ଡିସେମ୍ବର ଶେଷ ଯାଏଁ ସ୍ଲଟ୍ ଆଭେଲେବୁଲ ଅଛି କି ନାହିଁ । ଯଦି ନାହିଁ ତେବେ ସେଭଳି କ୍ଷେତ୍ରରେ ଜୋରିମାନା ଆଦାୟ କରାଯିବ ନାହିଁ । ଏସବୁ ନେଇ ସତ୍ୟପାଠରେ ଉଲ୍ଲେଖ ରହିବ । ଆସନ୍ତା ଅକ୍ଟୋବର ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି କହିଛନ୍ତି ଆଇନଜୀବି କାଜଲ ସାହୁ ।

Leave a Reply

Your email address will not be published.