ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ

ବାଙ୍କୀ,(ନାଗରାଜ ନ୍ୟୁଜ): ଚଳିତ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଛନ୍ତି ବାଙ୍କୀ ବ୍ଲକ ଓସ୍ତିଆ ପଞ୍ଚାୟତର ସରପଞ୍ଚ ଆରତ ବନ୍ଧୁ ବେହେରା । ଏନେଇ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକ ଅଭିଭାବିକାମାନେ । ଆଠେଇସି ଜଣଭଲ ନମ୍ବର ରଖି ତଥା ମେଧା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଏଥିସହିତ ସର୍ବୋଚ୍ଚ ନମ୍ବର ରଖି ଓସ୍ତିଆ ପଞ୍ଚାୟତର ଛାତ୍ରୀସ୍ଵଂୟ ପ୍ରଭା ମନ୍ତ୍ରୀଙ୍କୁ ମାନ ପତ୍ର ସହ ଟଙ୍କା ଦିଆଯାଇଛି ପଞ୍ଚାୟତ ପକ୍ଷରୁ । ଏହ।ଦ୍ୟୁରା ପିଲାମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ କରିଥିବା କହୁଛନ୍ତି ସରପଞ୍ଚ ।

Leave a Reply

Your email address will not be published.