କୁହ୍ନେଇପଡ଼ାରେ କେପିଏଲ ସିଜିନ୍-୬ ଅନୁଷ୍ଠିତ

ନରାଜ, (ନାଗରାଜ ନ୍ୟୁଜ): ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହ୍ନେଇପଡ଼ା ଗ୍ରାମପଞ୍ଚାୟତରେ ଆଜି ସବୁବର୍ଷ ପରି କେପିଏଲ ସିଜିନ୍-୬ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଭାଗ ନେଇଛନ୍ତି । ମା’ବାସେଳି ଓରିଅସ୍, ମହାକାଳ ଓରିଅସ୍, ଆଦିଶକ୍ତି ଫାଇଟର, ଶୂନ୍ୟବାସି ଫାଇଟର । ୪ ଜଣ ଭାଗ ନେଇଥିଲେ । ଆଜି କ୍ରିକେଟ ଖେଳ ଆରମ୍ଭ ହୋଇଛି ।

ଏଥିରେ ମୁଖ୍ୟ ଅତିଥିଭାବେ ବାରଙ୍ଗ ବ୍ଳକର ୩୨ ନମ୍ବର ଜୋନର କଗ୍ରେଂସର ଜିଲ୍ଲା ପରିଷଦ ପ୍ରାର୍ଥୀ ମଣ୍ଟୁ ମାଝି ଯୋଗଦେଇ ଉଦଘାଟନ କରିଥିଲେ । ଏବଂ ସମାଜସେବୀ ଆଇନଜୀବୀ ରଞ୍ଜନ କୁମାର ରାଉତ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

ଲିକନ ମହାଳିଆଙ୍କ ରିପୋର୍ଟ ନାଗରାଜ ନ୍ୟୁଜ  

 

Leave a Reply

Your email address will not be published.