ଲିଙ୍ଗ ନିରୂପଣ ଅଭିଯୋଗରେ ଲ୍ୟାବ ସିଲ

କଟକ, (ନାଗରାଜ ନ୍ୟୁଜ): ଲିଙ୍ଗ ନିରୂପଣ ଅଭିଯୋଗରେ ଲ୍ୟାବ ସିଲ । ଲ୍ୟାବ ସିଲ କଲା କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଦୀର୍ଘଦିନ ଧରି ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଥିଲା । ମଙ୍ଗଳାବାଗ କାଠଗୋଲାରେ ଚାଲିଥିଲା ଏହି ଲ୍ୟାବ । ଏ ସମ୍ପର୍କରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ ଜାରି ରଖିଛି ।

Leave a Reply

Your email address will not be published.