ଜିଲ୍ଲା ପ୍ରଶାସନ ପକ୍ଷରୁ ସହିଦ ଦିବସ ପାଳିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ରିଜର୍ଭ ପୋଲିସ ମଇଦାନରେ ଆଜି ୬୨ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିବା ସୁବ୍ରମଣି ଯୋଗ ଦେଇଥିଲେ। ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଉପସ୍ଥିତିରେ ସହିଦ ମାନଙ୍କୁ ଗାର୍ଡ ଅଫ ଅନର ଦିଆଯିବା ସହିତ ତାଙ୍କର ବଳିଦାନକୁ ସମ୍ମାନ ଜଣାଇବା ଓ ସହିଦ ସ୍ତମ୍ବରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

Leave a Reply

Your email address will not be published.