ପକା ଉଠାରେ ଲକ୍ଷାଧିକ ଖର୍ଚ୍ଚ, ଠିକାଦାର ହେଉଛନ୍ତି କୋଟିପତି

ପୁରୀ, (ନାଗରାଜ ନ୍ୟୁଜ ): ଶ୍ରୀ ଜଗନ୍ନାଥ ମନ୍ଦିର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରେ ଅଧିକାରୀଙ୍କ ମନମୁଖୀ ନିଷ୍ପତ୍ତି ଅନୁଯାୟୀ ଫେବର ବ୍ଲକ ପକାଯିବା ଏବଂ ଉଠାଯିବାରେ ହେଉଛି ଲକ୍ଷାଧିକ ଟଙ୍କା ଖର୍ଚ୍ଚ । ଠିକାଦାର ହେଉଛନ୍ତି ପୋଷା । ଅଧିକାରୀ ପାଉଛନ୍ତି ଫାଇଦା। ଜନସାଧାରଣଙ୍କ ଅର୍ଥ ହେଉଛି ବରବାଦ ।

Leave a Reply

Your email address will not be published.