ପାଟଣାଗଡ଼ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ସାଂସଦ ନିରଞ୍ଜନ ବିଶି

ବଲାଙ୍ଗୀର,(ନାଗରାଜ ନ୍ୟୁଜ): ସାଂସଦ ନିରଞ୍ଜନ ବିଶି ବଲାଙ୍ଗୀର ପାଟଣାଗଡ଼ ବ୍ଲକ ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି । ସାଂସଦ ଙ୍କ ସହ ଥିଲେ, ସମାଜସେବି ତଥା ଆଦିବାସୀମାଙ୍କର ମୁଖ୍ୟ ପୁରୋଧା ଗୁରୁ ଶ୍ରୀ ଶ୍ରୀ ଟିକିବାବା,ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର । ସାଂସଦ ନିଜ ଗ୍ରାମ କୁତୁର୍ଲା ବୁଲି ଗ୍ରାମବାସୀଙ୍କ ସମସ୍ୟା ବୁଝି ଥିଲେ। ଗ୍ରାମ ବାସିମାନେ ପୁଷ୍ପ ଗୁଚ୍ଛ ଓ ମାଲ୍ୟ ଦେଇ ସମ୍ବର୍ଦ୍ଧନ ସହିତ ସ୍ୱାଗତ କରିଥିଲେ। ଗ୍ରାମ ରେ ଖୁସିର ବାତାବରଣ ଖେଳିଯାଥିଲା .

 

Leave a Reply

Your email address will not be published.