ଆମ ପ୍ରତିଭା ଆମ ସମ୍ମାନ ତରଫରୁ ଶହିଦ ବାଜିରାଉତଙ୍କର ଜନ୍ମ ଜୟନ୍ତୀ ପାଳିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ସ୍ଥାନୀୟ ବାଜି ଚୌକ ସ୍ଥିତ ସହିଦ ବାଜି ରାଉତ ସ୍ତମ୍ଭ ନିକଟରେ ଆମ ପ୍ରତିଭା ଆମ ସମ୍ମାନ ତରଫରୁ ବାଜିରାଉତ ଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି । କର୍ମକର୍ତ୍ତାଙ୍କ ତରଫରୁ ପ୍ରଥମେ ମୂର୍ତ୍ତିରେ ମାଲ୍ୟା ଅର୍ପଣ କରାଯାଇଥିଲା । ତାପରେ ଶହିଦ ବାଜିରାଉତ ଙ୍କର ଗୁଣ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୁଦ୍ରାନ୍ତ ଦଳେଇ, ସତ୍ୟନାରାୟଣ କର, ସନ୍ତୋଷ ଦଳେଇ, ଭାଗୀ ସାହୁ, ରାଜେନ୍ଦ୍ର ଦାସ, ସିଲୁ ପଟ୍ଟନାୟକ,ଆନନ୍ଦ ଚନ୍ଦ୍ର ସେଠୀ, ପ୍ରଶାନ୍ତ ଜେନା ଓ ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗରେ ବାଜି ରାଉତଙ୍କର ଜନ୍ମ ଜୟନ୍ତୀ ପାଳନ ହୋଇଥିଲା l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.