ଉଇନିଙ୍ଗ ସ୍ପୋର୍ଟିଂଘଂ ଆନୁକୂଲ୍ୟରେ ଆୟୋଜନ କରାଯିବ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ

ପୁରୀ, (ନାଗରାଜ ନ୍ୟୁଜ ): ଉଇନିଙ୍ଗ ସ୍ପୋର୍ଟିଂଘଂ ଆନୁକୂଲ୍ୟରେ ୧୯ତମ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଆସନ୍ତା ୧୯ ତାରିଖରେ ପୁରୀ ବେଳାଭୂମି ମହୋଦଧି ନିବାସ ବାଲୁକା ଶଯ୍ୟାରେ ଆୟୋଜନ କରାଯିବ । ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ଦୁନିଆର ଶତାଧିକ କଳାକାର ଯୋଗଦେବା ସଙ୍ଗେ ଓଡ଼ିଆ ସିନେମା ଓ ଧାରାବାହିକ ଜଗତର ନାମି ଦାମୀ କଳାକାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଭୁବନେଶ୍ୱର ଓ କଟକର କଳାକାରମାନଙ୍କୁ ନେଇ ମର୍ଡନ ଡ୍ୟାନ୍ସ, ଫେସନ ଶୋ ଓ ସଂଗୀତ କାର୍ୟ୍ୟକ୍ରମ କରାଯିବ ।

Leave a Reply

Your email address will not be published.