ପ୍ରଜାପିତା ବ୍ରହ୍ମାଙ୍କର ୫୩ ତମ ସ୍ମୃତିଦିବସ ପାଳିତ

ପୁରୀ, (ନାଗରାଜ ନ୍ୟୁଜ): ପ୍ରଜାପିତା ବ୍ରହ୍ମକୁମାରି ଇସ୍ଵରୀୟ ବିଶ୍ୱ ବିଦ୍ୟାଳୟ ବଳିଆପଣ୍ଡା ସ୍ଥିତ ଇସ୍ଵରୀୟ ରାଜଯୋଗ ସାଧନା କେନ୍ଦ୍ର ପୁରୀ ଠାରେ ପ୍ରଜାପିତା ବ୍ରହ୍ମାଙ୍କର ୫୩ ତମ ସ୍ମୃତିଦିବସର ଶୁଭାରମ୍ଭ ମହୋତ୍ସବ ଏକ ଶାନ୍ତ ପବିତ୍ର ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ରତାର ଶକ୍ତି ଏବଂ ସୋର୍ଣ୍ଣମ ଭାରତ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ରାଜେନ୍ଦ୍ର ପ୍ରସାଦ, ବିନାୟକ ରଥ, ତନ୍ମୟ କୁମାର ପଣ୍ଡା, ନବନିତ୍ ଗୁପ୍ତା ଓ ଲିନା ଦାସ, ପ୍ରମୁଖ ଉପସ୍ଥିତ ଥିଲେ । ରଜାଯୋଗିନି ବ୍ରହ୍ମକୁମାରି ନିରୁପମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବ୍ରହ୍ମକୁମାର ସତ୍ୟାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published.