ବିଜେପି ପକ୍ଷରୁ ବିକ୍ଷୋଭ

ବାଙ୍କୀ,(ନାଗରାଜ ନ୍ୟୁଜ): ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ସଠିକ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇଦେବା ନେଇ ଆଜି ଏକ ବାଇକ୍ ରାଲିର ଆୟୋଜନ କରାଯାଉଥିଲା ।ବାଙ୍କୀ ବଜାର ପରିକ୍ରମା କରି ଡମପଡା ଓ ବାଙ୍କୀ ବ୍ଲକ ଆଦି ଦୁଇ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦିଆଯାଇଛି ଲିଖିତ ଦାବିପତ୍ର. ।ସେପଟେ ରାଜ୍ୟ ବିଜେପି ମହିଳା ମୋର୍ଚା ର ସଭାପତି ସ୍ମୁତି ପଟ୍ଟନାୟକ କହିଛନ୍ତି ଯଦି ରାଜ୍ୟ ସରକାର ଏ ଦିଗରେ ପକ୍ଷ ପାତିତ। କରନ୍ତି ଆଉ ପ୍ରକୃତ ହିତାଧିକାରୀ ବାଦ ପଡନ୍ତି ଏହାର ଜବାବ ଆସନ୍ତା ୩୧ ତାରିଖ ରେ ରାଜ୍ୟ ବିଜେପି ଦେବ ଯାହା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ରହିବେ ବୋଲି ଚେତାବନୀ ।.ଅନ୍ୟପଟେ ବିଡ଼ିଓ କହିଛନ୍ତି ଏହାକୁ ବିଚାର କୁ ନିଆଯିବ ଓ ପ୍ରକୃତ ହିତାଧିକାରୀ କିଭଳି ବାଦ ନ ପଡିବେ ସେ ଦିଗରେ ଦୃଷ୍ଟି ଦିଆଯିବବୋଲି ।.

Leave a Reply

Your email address will not be published.