ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବାଙ୍କୀ,(ନାଗରାଜ ନ୍ୟୁଜ): ବାଙ୍କୀ ଡମପଡା ବ୍ଲକରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ବାଙ୍କୀର ବିଭିନ୍ନ ବିଭଗର ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ କିଭଳି ସମାଧାନ ହୋଇପାରିବ ସେନେଇ ପ୍ରଚେଷ୍ଟା କରିବକୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ବାଙ୍କୀର ବିଭିନ୍ନ ପଞ୍ଚାୟତର ଶତାଧିକଲୋକେଏହି ଶିବିରରେ ଯୋଗ ଦେଇ ସେମାନଙ୍କ ଲିଖିତ ଅଭିଯୋଗ ପ୍ରଶାସନ ନିକଟରେ ଜଣାଇଛନ୍ତି । ଆଗମୀ ଦିନରେ ଜଣା ପଡ଼ିବ ଅଭିଯୋଗ କାରୀଙ୍କ ସମସ୍ୟାକେତେ ଶୀଘ୍ର ସମାଧାନ ହେଉଛି ।

Leave a Reply

Your email address will not be published.