ରାଜଗାଙ୍ଗପୁରରେ କରୋନା ଆତଙ୍କ, ଜିଲ୍ଲା ପ୍ରଶାସନଙ୍କ ଆସ୍ବସ୍ତିଭରା କଥା

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଅଞ୍ଚଳରେ କରୋନାର ପ୍ରକୋପ ବୃଦ୍ଧି ପାଉଛି, ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଟୀକାକରଣ କେନ୍ଦ୍ରରେ ଲୋକଙ୍କ ଭିଡ଼ ବୃଦ୍ଧି ପାଉଛି, କିନ୍ତୁ ଟୀକା ନାହିଁ । ନିଜ ଜୀବନକୁ ବାଜିରେ ଲଗାଇ ଲୋକ ମାନେ ଟୀକା ନେବା ପାଇଁ ବାହାରକୁ ଆସୁଛନ୍ତି, କିନ୍ତୁ ଟୀକା ନ ପାଇ ଘରକୁ ଫେରି ଯାଉଛନ୍ତି ।

ଆଜି ଏହି ବିଷୟରେ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭ୍ୟାକ୍ସିନ ବହୁଳ ଭାବରେ ଯୋଗାଇ ଦେବାକୁ ସେବା ଦଳ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ପ୍ରଶାସନ ମଧ୍ୟ ଏହା ହୃଦୟଙ୍ଗମ କରି ଯଥା ସମ୍ଭବ ଭ୍ୟାକ୍ସିନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published.