ଭୟାବହ ଅଗ୍ନିକାଣ୍ଡ

କଟକ, (ନାଗରାଜ ନ୍ୟୁଜ): ମାଣିକଘୋଷ ବଜାର ଠାରେ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଘରେ ଝୁଣା ଧୂପ ଦିଆ ଯାଇଥିଲା ସେଥିରୁ ନିଆଁ ଲାଗି ଘରେ ଚାରିଆଡ଼କୁ ବ୍ୟାପି ଯାଇଥିଲା । ଯେଉଁ ଜାଗାରେ ଅଗ୍ନିକାଣ୍ଡ ଘଟିଛି ସଂକୀର୍ଣ୍ଣ ଗଳି ଥିବାରୁ ଅଗ୍ନି ଲିଭାଇବା କଷ୍ଟସାଧ୍ୟ ହୋଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave a Reply

Your email address will not be published.