ଓଡିଶା ହାଇକୋର୍ଟ ପରିସରରେ 74 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

କଟକ,(ନାଗରାଜ ନ୍ୟୁଜ): ଓଡିଶା ହାଇକୋର୍ଟ ପରିସରରେ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି ଅବ ସରରେ ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର s ମୁରଲୀଧର ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଉତ୍ସବରେ ହାଇକୋର୍ଟ ର ବହୁ ବରିଷ୍ଠ ବିଚାରପତିଙ୍କ ସମେତ ପ୍ରଶାସନିକ ଅଧିକାରୀ, ଆଇନ ଜୀବି ଉପସ୍ଥିତ ଥିଲେ।

Leave a Reply

Your email address will not be published.