କଟକ ମହାନଦୀ ଜୋବ୍ରା ଆନିକଟରୁ ମିଳିଲା ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ

କଟକ: କଟକ ମହାନଦୀ ଜୋବ୍ରା ଆନିକଟରୁ ମିଳିଲା ନିଖୋଜ ଖ୍ରୀଷ୍ଟ କଲେଜ ଛାତ୍ର ତୃଷାରକାନ୍ତ ସାହୁଙ୍କ ମୃତଦେହ । ୩ ତାରିଖ ରାତିରେ ତୁଷାରଙ୍କ ବାଇକ୍ ଠାବ ହୋଇଥିଲା । ପ୍ରେମ ବ୍ୟାପାରକୁ ନେଇ ତୁଷାରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ତୃଷାରର ମୃତ ଦେହକୁ ଯୋବ୍ରା ଆନିକଟ ନିକଟରୁ ଓଡ୍ରାଫ ଟିମ ଉଦ୍ଧାର କରିଥିଲେ । ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ଲାଗି ମେଡିକାଲ ପଠାଇବା ସଙ୍ଗେ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published.