ସମିତି ସଭ୍ୟ ନାମ ଘୋଷଣାକୁ ନେଇ ଠେଲାପେଲା

ନରସିଂହପୁର, (ନାଗରାଜ ନ୍ୟୁଜ): ଆଉ କେଇଟା ଦିନରେ ପଞ୍ଚାୟତକୁ ଓଲ୍ହାଇବେ ସବୁ ରାଜନୈତିକ ଦଳ । ଶାସକ ବିଜେଡ଼ି ଦଳ ତରଫରୁ ନିର୍ବାଚନର ରଣନୀତିରେ ପାରିହେବାକୁ ଭୁବନେଶ୍ୱରରରୁ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟଶାଣୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟରେ ଯୋଗ ଦେବାକୁ ଆଣି ହଟହଟା ହେଉଥିବା ଦେଖିବାକୁ ମିଳିଛି । ବଡ଼ମ୍ବା ନରସିଂହପୁର ବିଧାୟକ ଦେବୀପ୍ରସାଦ ଦଳର ପୁରୁଖା ନେତା ପ୍ରସନ୍ନ ପାଟଶାଣୀଙ୍କୁ ଆଣି ନିଜର ପତିଆରା ଜାହିର କରୁଥିବା ବେଳେ ଆଜି ବାସେଳିହତା ଛକରେ ବିଜେଡି ଦଳର ଗୋଷ୍ଠି ମୁଁହାମୁହିଁ । ଯାହାକୁ ନେଇ ସର୍ବସାଧାରଣରେ ଅପଦସ୍ତ ହୋଇଛନ୍ତି ବିଧାୟକ ଦେବୀ ମିଶ୍ରଙ୍କ ସହ ବାବା ପ୍ରସନ୍ନ ପାଟଶାଣୀ ।

Leave a Reply

Your email address will not be published.