ରାଉରକେଲା ସରକାରୀ ମେଡିକାଲ ପରିଦର୍ଶନରେ ସିଆରଏମ ଟିମ

ରାଉରକେଲା, (ନାଗରାଜ ନ୍ୟୁଜ ): ରାଉରକେଲା ସରକାରୀ ମେଡିକାଲକୁ ପରିଦର୍ଶନରେ ଆସିଥିଲେ ସିଆରଏମ ଟିମ୍ । ଏହି ଟିମରେ ଥିବା ସଦସ୍ୟମାନେ ଆରଜିଏଚର ପରୀକ୍ଷା ଗାର, ଭେଷଜ ବିଭାଗ ସମେତ ଅନ୍ୟ ବିଭାଗ ବୁଲି ଦେଖିଥିଲେ । ଏନେଇ ଏକ ରୁଧଦ୍ୱର ବୈଠକ ଅନଷ୍ଠିତ ହୋଇଥିଲା । ଏଥିରେ ହସ୍ପିଟାଲର ନିର୍ଦ୍ଧେଶକ ସନ୍ତୋଷ ସ୍ୱାଇଁ, ଜଗଦିଶ ଚନ୍ଦ୍ର ବାରିକ ଓ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶିଆର ଟିମର ଗସ୍ତକୁ ନେଇ ରାଉରକେଲା ସରକାରୀ ମେଡିକାଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

Leave a Reply

Your email address will not be published.