ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ

ବାଙ୍କୀ, (ନାଗରାଜ ନ୍ୟୁଜ): ଆଜି କଟକ ଜିଲ୍ଲାର ବାଙ୍କୀ ଡମପଡ଼ା ବ୍ଲକରେ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ୨ଟି ଜିଲ୍ଲା ପରିଷଦ ଜୋନ ୧୭ଟି ପଞ୍ଚାୟତର ମୋଟ ୭୬୬୭୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି । କୋଭିଡ ଗାଇଡଲାଇନ ମାନି ହାତରେ ପରିଚୟ ପତ୍ର ଧରି ଭୋଟର ସେମାନଙ୍କ ମତଦାନ କରୁଛନ୍ତି । ଶାନ୍ତିଶୃଙ୍ଖଳାର ସହ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ପୋଲିସ ବ୍ୟବସ୍ଥା କରାଯାଇଛି । ସେକ୍ଟର ଅଫିସର ଆସି ପ୍ରତ୍ୟେକ ବୁଥ ତଦାରଖ କରୁଛନ୍ତି ।

Leave a Reply

Your email address will not be published.