ଭଜନ ସନ୍ଧ୍ୟା ଅନୁଷ୍ଠିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଏହି ମାସ ହେଉଛି ଧର୍ମର ମାସ । କାର୍ତ୍ତିକ ମାସ ଓଡିଶାବାସୀ ଏହିମାସରେ ସବୁ ଗାଁ ଗାଁରେ କାର୍ତ୍ତିକେଶ୍ୱରଙ୍କ ପୂଜା କରିଥାନ୍ତି । ସେହିଭଳି ବିଶ୍ୱନାଥପୁର ଗ୍ରାମରେ ମଧ୍ୟ ପୂଜା ଆୟୋଜନ ହୋଇଥିବା ବେଳେ ଏକ ନିଆରା ଢଙ୍ଗରେ ଦୃଷ୍ଟିହୀନମାନଙ୍କୁ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା । ତେବେ ମହାଶକ୍ତି ଦୃଷ୍ଟି ହୀନ ସେବା ସାଙ୍ଗର ଦୃଷ୍ଟି ହୀନମାନଙ୍କୁ ନେଇ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।

Leave a Reply

Your email address will not be published.