କାର ଧକ୍କାରେ ବୃଦ୍ଧ ଗୁରୁତର ଆହତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଟାଉନ ହଲ ଛକ ନିକଟ ପଶ୍ଚିମବଙ୍ଗରୁ ଆସିଥିବା ଏକ ଧଳା କାରଟି ଏକ ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଇଛି । ଉକ୍ତ ବ୍ୟକ୍ତିଜଣକଙ୍କ ହେଉଛନ୍ତି ବାଲିନୋଳିଆ ସାହି ଦେଉଳ ସାହିର ପି. ଯୋଗୀ । ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

Leave a Reply

Your email address will not be published.