ଚକ୍ଷୁ ଦାନ କଲେ ମହିଳା

ରାଉରକେଲା, (ନାଗରାଜ ନ୍ୟୁଜ ): କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏହାର ସତ୍ୟତା ଦେଖିବାକୁ ମିଳିଛି ରାଉରକେଲାର ଛେଣ୍ଡ କୋପରଟିଭ କଲୋନୀରେ ଏହିଠାରେ ରହୁଥିବା ଧର୍ମ ପରାୟଣ ମହିଳା ବାସନ୍ତି ମଞ୍ଜରି ଦାସଙ୍କ ହୃଦଘାତରେ ଗତକାଲି ରାଉରକେଲା ଆଜିଏଚରେ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ଶେଷ ଇଛା ଅନୁଯାୟୀ ତାଙ୍କ ଦୁଇ ଚକ୍ଷୁକୁ ଦାନ କରାଯାଇଛି । ଯାହାଦ୍ୱାରା ଆଉ କେହି ମଣିଷ ଦୁନିଆ ଦେଖିବାରେ ସହାୟକ ହୋଇପାରିବ ।

Leave a Reply

Your email address will not be published.