ପୋଲ ମରାମତି ନିମନ୍ତେ ହଟେଇ ଦିଆଗଲା ଟ୍ରାଫିକ ଅବରୋଧ

ପୁରୀ, (ନାଗରାଜ ନ୍ୟୁଜ): କାଞ୍ଚିନାଳ ବ୍ରିଜରେ (କାଠପୋଲ) ଥିବା ଟ୍ରାଫିକ ଅବରୋଧକୁ ଆଜି ହଟେଇ ଦିଆଯାଇଛି । ଏହି ପୋଲ ମରାମତି ନିମନ୍ତେ ଦୀର୍ଘ ଦିନ ହେବ ବନ୍ଦ ରହିଥିଲା । ଆସନ୍ତାକାଲି ସୁଦ୍ଧା ଏହା ଉପରେ ଯାତାୟତ ନିମନ୍ତେ ମରାମତି ଶେଷ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.