ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ରେଡ । ଭୁବନେଶ୍ୱର୍ ଆଶିଷଷ୍ଟାଣ୍ଡ ଏକ୍ସକ୍ୟୁଟିଭ ଇଞ୍ଜିନିୟର ଆର ଆଣ୍ଡ ବି ଡିଭିଜନର ଅଜୟ କୁମାର ମିଶ୍ରଙ୍କ ତାଳଚେର ନିଜର ପୈତୃକ ଘର ସମେତ ଭୁବନେଶ୍ୱର ଓ ଢେ଼ଙ୍କାନାଳ ମିଶି ୬ଟି ଜାଗାରେ ଚାଲିଛି ରେଡ । ଅଜୟ ମିଶ୍ରଙ୍କ ଭ୍ବବନେଶ୍ୱର ବାସଭବନ ସମେତ କାର୍ୟ୍ୟାଳୟ ଓ ଗୋଟିଏ ତିଆରି ହେଉଥିବା ଘର, ଢେ଼ଙ୍କାନାଳ ସହରର ତାରେଣୀନଗରରେ ଘର, ତାଳଚେରର ପୈତୃକ ଘରେ ରେଡ ଚାଲିଛି । ବର୍ତ୍ତମାନ ସୁଦ୍ଧା କିଛି ପାସବୁକ୍ ୬ଟି ଘର ଠାବ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ଡିଏସପିଙ୍କ ନେତୃତରେ ଚାଲିଛି ଚଢ଼ାଉ । ଅଜୟ ଢେ଼ଙ୍କାନାଳରେ ଚାକିରି କରୁଥିଲେ ଏବେ ସେ ଭୁବନେଶ୍ୱର ୟରେ ଅଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.