କୁସୁପଙ୍ଗି ପଞ୍ଚାୟତରେ ଭିଜିଲାନ୍ସ ରେଡ

ବାଙ୍କୀ, (ନାଗରାଜ ନ୍ୟୁଜ ): ବାଙ୍କୀ ଡମପଡା ବ୍ଲକ କୁସୁପଙ୍ଗି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସେପଟେ ବାଙ୍କୀ ଡମପଡା ବ୍ଲକର ଜେଇ ଓ ଭିଏଲଡବ୍ଲୁ ଉପସ୍ଥିତ ଥିଲେ । ଅଭିଯୋଗ ହୋଇଥିବା କିଛି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ କେତେକ କାଗଜପତ୍ର ଜବତ କରିଛନ୍ତି ।

Leave a Reply

Your email address will not be published.