୭୦ଲକ୍ଷ ଟପିଲା ଆରୋଗ୍ୟ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଚାଲିଛି । କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୭ହଜାର ୯୫୬କୁ ବୃଦ୍ଧି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ଲକ୍ଷ ୧୪ହଜାର ୬୮୨କୁ ବୃଦ୍ଧି ପାଇଛି । ଦିନକରେ ୫୩,୩୭୦ ଆକ୍ରାନ୍ତ ହୋଇଥିଲା ବେଳେ ୬୫୦ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ୍ କେସ୍ ୬,୮୦,୬୮୦ ଆକ୍ରାନ୍ତ ଚିହ୍ନଟ ହୋଇ ୭୦,୧୬,୦୪୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.