ନଦୀରେ ବୁଡି ଶ୍ରମୀକର ମୃତ୍ୟୁ

ବାରଙ୍ଗ : ନରଣପୁର ନିକଟ କାଠଯୋଡି ନଦୀରେ ଗାଧୋଇବା ବେଳେ ଇଟାଭାଟୀ ଶ୍ରମିକଙ୍କର ବୁଡିଯାଇ ମୃତ୍ୟୁ ହୋଇଛି। ମୃତ ଶ୍ରମୀକର ନାମ ରୋହିତ ଲୋହାର । ସେ ନିକଟସ୍ଥ ଏକ ଇଟାଭାଟୀର ଶ୍ରମୀକ ଭାବେ କାମ କରନ୍ତି। ବାରଙ୍ଗ ଅଗ୍ନୀ ଶମ ବାହିନୀ ବୁଡାଳି ପାଣି ଭିତରୁ ଶବକୁ ଉଦ୍ଧାର କରିବା ପରେ ବାରଙ୍ଗ ଥାନା ପୁଲିସ ଅପ୍ରମୃତ୍ୟୁ ମାମଲା ରୁଜ୍ କରି ଶବକୁ ବ୍ୟବଛେଦ ପାଇଁ ପଠାଇଛି।

Leave a Reply

Your email address will not be published.