ନନ୍ଦନକାନନରେ ହିମାଲୟ ଭାଲୁ ମୃତ

ଭୁବନେଶ୍ୱର,୩୦।୮ (ଏନ୍ ନ୍ଯୁଜ୍‌) ନନ୍ଦନକାନନ ପ୍ରାଣୀ ଉଦ୍ୟାରେ ୧୭ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ହିମାଳୟ କଳା ଭାଲୁ , ‘ଚୁଲୁ’ର ମୃତ୍ୟ ହୋଇଥିବା ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ତାକୁ ୩୨ ବର୍ଷ ବୟସ ହୋଇଥିଲା। ସେ ପକ୍ଷଘାତର ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି।

ଆଉ ୨ଟି ପୁରୁଷ ଓ ୨ଟି ମାଇଙ୍କୁ ମିଶାଇ ୪ଟି ରହିଥିବା କହିଛନ୍ତି।

Leave a Reply

Your email address will not be published.