ମୁଣ୍ଡଳୀରେ ବଢୁଛି ଜଳସ୍ତର

କଟକ,୩୦।୮(ଏନ୍‌ ନ୍ଯୁଜ୍‌) କଟକ ଜିଲ୍ଲା ମୁଣ୍ଡଳୀ ଆନିକଟରେ ବଢୁଛି ବନ୍ୟା ଜଳସ୍ତର । ୯ ଲକ୍ଷ ୫୫ହଜାର ୧୨୦ କ୍ୟୁ ସେକ ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡ ୯୫ ଓ ତଳ ସ୍ତର ୯୨ ଫୁଟ ରହିଛି। ୩ଟା ବେଳ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଥିବା କହିଛନ୍ତି ମଣ୍ଡଳୀ କର୍ତୁପକ୍ଷ । ଫଳରେ ମହାନଦୀ ତଳମୁଣ୍ଡ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ। ଉପକୂଳ ଓଡ଼ିଶାରେ ଆହୁରି ଅଧିକ ବନ୍ୟାର ସମ୍ଭାବନା ସୃଷ୍ଟି ହୋଇଛି।

Leave a Reply

Your email address will not be published.