କଟକରେ କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୨ କ୍ୟାନଟିନ ସିଲ୍

କଟକ: କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବାରୁ ଇନଫୋର୍ସମେଣ୍ଟ ଦଳ ସିଲ୍ କଟକ‌ରେ ଦୁଇଟି କ୍ୟାଣ୍ଟିନକୁ ସିଲ୍ କରିଛନ୍ତି। ସିଲ୍ କରାଯାଇଥିବା କ୍ୟାଣ୍ଟିନ୍ ମଧ୍ୟରେ ଅଛି ଆର୍ମି ଓ ପୋଲିସ କ୍ୟାଣ୍ଟିନ। ଏହି ଦୁଇ କ୍ୟାଣ୍ଟିନରେ କୋଭିଡ ନିୟମ ପାଳନ ହେଉନଥିବାରୁ ସିଲ୍ କରାଯାଇଥିବା ସୂଚନା ମିଳିଛି।

 କଟକରୁ  – ରୀନା ବେହେରା

Leave a Reply

Your email address will not be published.