ସଚେତନତା

ଭୁବନେଶ୍ଵର:ଉତ୍ତର ଭୁବନେଶ୍ୱର ବରିମୁଣ୍ଡ ପଞ୍ଚାୟତ ର ଟାଙ୍ଗିବନ୍ତ ଭୋଇସାହି ଠାରେ ବିଜୁ ଜନତା ଦଳର ଜନସଚେତନତା କାର୍ଯ୍ୟକ୍ରମ ରେ ବିଧାୟକ ସୁଶାନ୍ତ ରାଉତ,ଜିଲ୍ଲା ପରିଷଦ କୁନାଲ ରାଉତ ଓ ସରପଞ୍ଚ ବିରେନ୍ଦ୍ର ଜେନା ,ଛାତ୍ର ସଭାପତି ସୁବାସ ସାହୁ ଙ୍କ ସମେତ ବହୁ ଯୁବ ନେତା ଓ ମା ଭଉଣୀ ଯୋଗ ଦେଇଥିଲେ ।ସମସ୍ତଙ୍କୁ ମାସ୍କ ବଣ୍ଟନ ସହିତ karona ସଚେତନ କରାଯାଇଥିଲା।

Leave a Reply

Your email address will not be published.