ବରିମୁଣ୍ଡ ପଞ୍ଚାୟତ ସଟଡାଉନ୍‌

ଭୁବନେଶର ,୧୫।୭ (ଏନ୍‌ ନ୍ଯୁଜ୍‌) ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତରୁ ଜଣେ କରୋନା ପଜେଟିଭ ବାହାରିଛନ୍ତି। ଏକଥା ଜଣାପଡିବା ପରେ ସରପଞ୍ଚ ବୀରେନ୍ଦ୍ର ଜେନା ସୁରକ୍ଷା କାରଣରୁ ପଞ୍ଚାୟତ ଅଧୀନ ବରିମୁଣ୍ଡ ଓ ଜରୀପାଟଣା ଦୁଇ ଗ୍ରାମକୁ ବୁଧବାର ରାତ୍ର ୯ ଘଟିକା ଠାରୁ ସୋମବାର ସକାଳ ୭ଘଟିକା ପର୍ଯ୍ୟନ୍ତ ସଟଡାଉନ୍ କରିଛନ୍ତି। ସଂକ୍ରମିତ ଜଣକ ଆପୋଲ ହଷ୍ଟିଟାଲର ଜଣେ ୨୭ ବର୍ଷୀୟ କର୍ମଚାରୀ ବୋଲି ଜଣାପଡିଛି।

Leave a Reply

Your email address will not be published.