ବାରଙ୍ଗ ରୁ ଜଣେ କରୋନା ପଜେଟିଭ

ଭୁବନେଶ୍ଵର ,୭। ୭ (ଏନ୍ ନ୍ଯୁଜ୍‌) ବାରଙ୍ଗ ବ୍ଲକ କୁହହ୍ନେଇପଡାରୁ ଜଣେ ୩୦ ବର୍ଷିୟ ଯୁବକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯୁବକ ଜଣକ ଭୁବନେଶ୍ଵର ମୈତ୍ରିବିହାରର ଏକ କମ୍ପାନୀରେ ଇଂଜିନିୟର ଭାବେ କାମ କରନ୍ତି। ଘରୁ ସେଠାକୁ ଯିବାଆସିବା କରନ୍ତି। ଏ କଥା ଜଣାପଡିବା ପରେ ସ୍ଥାନୀୟ ଲୋକେ ଭୟଭିତ ହୋଇଛନ୍ତି।

Leave a Reply

Your email address will not be published.