ଦିପାବଳୀର ଶୁଭେଚ୍ଛା, ସୁରକ୍ଷିତ ରହି ଖୁସି ମନାନ୍ତୁ


ନାଗରାଜ ନ୍ଯଜ୍‌ : ପବିତ୍ର ଦିପାବଳୀ,ଧନତେରାସ ଅବସରରେ ନାଗରାଜ ନ୍ଯୁଜ୍‌ ତରଫୁ ସମସ୍ତଙ୍କୁ ଶୁଭେଚ୍ଛା । ଏଥିର ଖୁସି ମନାନ୍ତୁ ବାଣ ନୁହଁ ଦିପ ଜାଳନ୍ତୁ । ନିଆଁ ଠାରୁ ଦୁରେଇ ରହନ୍ତୁ । ନିଜର ଓ ନିଜ ପରିବାର ସୁଖ କାମନା କରିନ୍ତୁ । କରୋନା ମହାମାରୀ ମୁକ୍ତ ବିଶ୍ଵ ମଙ୍ଗଳ କାମନା କରନ୍ତୁ। ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛୁ।

Leave a Reply

Your email address will not be published.