ଚଣ୍ଡୀପ୍ରସାଦବାସି ଯାତ୍ରା ବଦଳରେ ନାମସଂକୀର୍ତ୍ତନ ଆୟୋଜନରେ ଦୋଳ ପାଳିଲେ

ନାଗରାଜ ନ୍ୟୁଜ୍ : ବାରଙ୍ଗ ବ୍ଲକ ଅଧିନ ଚଣ୍ଡୀପ୍ରସାଦ ଗ୍ରମବାସି ଚଳିତ ବର୍ଷ ଦୋଳ ପର୍ବକୁ ଯାତ୍ରା ବଦଳରେ ନାମ ସଂକୀର୍ତ୍ତନର ଅୟୋଜନ କରି ପଳନ କରିଛନ୍ତି।  ଚଣ୍ଡୀପ୍ରସାଦ ଗ୍ରମାବାସି ସରକାରଙ୍କ କୋଭିଡ କଟକଣା ନିୟମକୁ ମାନି ଚଳିତ ବର୍ଷ ଦୋଳ ଓ ହୋଲି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଗ୍ରମାର ମୂଖ୍ୟ ଉପଦେଷ୍ଟା ଦେବରାଜ ମହାନ୍ତିଙ୍କ ତତ୍ତ୍ବାବଧାନରେ ନାମସଂକୀତ୍ତର୍ନରେ କର୍ତ୍ତା ହୋଇଥିଲେ ସହଦେବ ଲେଙ୍କା ଓ ପରିଚାଳନା କରିଥିଲେ ଧୃବ ବାରିକ,ବାପି ମହାନ୍ତି,ପଙ୍କଜ ବେଉରା,ବାବାଜୀ ବେଉରା,ବିଭୂତି ‌ବେହେରା ଅଇଁଠା ମହାନ୍ତି,ବଳରାମ ବେହେରା,ବିନୋଦ ବିଶୋଇ,ସୁନିଲ ଲେଙ୍କାଙ୍କ ସମେତ ଗ୍ରାମ କମିଟର କର୍ମକର୍ତ୍ତାଗଣ।

Leave a Reply

Your email address will not be published.