ଧାନ ଚାଷରେ ମାଟିଆଗୁଣ୍ଡି ଓ ଚକଡା ପୋକ ପ୍ରତିକାର

ଭୁବନେଶ୍ବର,୨୪।୯(ଏନ୍ ନ୍ୟୁଜ୍) ଧାନ ଚାଷି ଭାଇ ମାନଙ୍କ ପାଇଁ ସୂଚନା। ଅପଣ କରିଥିବା ଧାନ ଫସଲରେ ମାଟିଆଗୁଣ୍ଡି ପୋକ ଓ ଚକଡା ପୋକ ଲାଗିଛି କି। ଯଦି ଲାଗିଛି କୃଷି ବିଭାଗ ପରାମର୍ଶ କ୍ରମେ ଫସଲର ସୁକ୍ଷ୍ମ ପରିବେଶକୁ ପରିବର୍ତ୍ତନ କରନ୍ତୁ। ଯେପରି ଜମି ଓଦାଳିଆ ସୁଖିଲା ରହିବ। ଯେପରି ଅଧିକ ଠିଆ ପାଣି ନରହେ। ଏହାର ପ୍ରତିକାର ପାଇଁ Pymetrozine 50% WG @ 120g/ ଏକର କିମ୍ବା  Dinotefuran 20% SG @ 80g/ ଏକର କିମ୍ବା    Imidacloprid 17.8% SL%50l/ ଏକର କିମ୍ବା  Acephate 75% SP@400g/ ଏକରୁ 200 ଲିଟର ପାଣି ମିଶାଇ ସିଞ୍ଚନ କରନ୍ତୁ।

Leave a Reply

Your email address will not be published.