ବାବା ସୋମନାଥଙ୍କ ପିଠରେ ପାଠାଗାର  ସମର୍ପଣ ଉତ୍ସବ

ଭୁବନେଶ୍ୱର ,୨୮।୧: ଗୁରୁବାର  ଭୁବନେଶ୍ୱର ଉପକଣ୍ଠ ପ୍ରସିଦ୍ଧ ପ୍ରାଚୀନ ଶୈବ ପିଠ  ଢାୱା ଗ୍ରାମସ୍ଥିଥିତ ସୋମନାଥ ଦେବଙ୍କ ପ୍ରାଙ୍ଗଣରେ   ପାଠାଗାର ସମର୍ପଣ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମର୍ପଣ ଉତ୍ସବରେ ଯୋଗ ଦେଇ  ’ସତ୍ୟ ସନ୍ଧାନ’ର ଚିପ୍ ଏଡିଟର ତ୍ରିଲୋଚନ ରାଉତ ପାଠାଗାରଟିକୁ ଆନୁଷ୍ଉଠାନିକ ଭାବେ ଦଘାଟନ କରିଛନ୍ତି। ପାଠାଗାର ଟିରେ ଆଧ୍ୟାତ୍ମିକ ବିଷୟବସ୍ତୁ  ଓ ବିଭିନ୍ନ ଦେବାଦେବୀଙ୍କ ଉପରେ ଆଧାରିତ ପୁସ୍ତକ ସ୍ଥାନିତ ହୋଇଛି।। ସମର୍ଅପଣ ଉତ୍ନ୍ୟସବରେ ମାନଙ୍କ ମଧ୍ୟରେ ଯୁବ ଉଦ୍ୟଗପତି ସନ୍ଦିପ କୁମାର ମହାନ୍ତି , ନାରୀ ଜାଗରଣ ମଞ୍ଚର ସମ୍ପାଦିକା ସୁନିତା ପରିଡା , ଓଡିଶା ମିଡିଆ ୱେଲଫେୟାର ଆସୋଶିଅନର ଉପସଭାପତି ସଞ୍ଜୟ ମହାନ୍ତିଙ୍କ ସମେତ ବାବା ସୋମନାଥ ସେନା ଓ ନାରୀଜାଗରଣ ମଞ୍ଚଚର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.