ପରୀକ୍ଷା ଫଳ ତ୍ରୁଟି ପ୍ରସଙ୍ଗକୁ ନେଇ ବୋର୍ଡ କର୍ତ୍ତୃପକ୍ଷକ୍ଷଙ୍କ ପ୍ରତିକ୍ରୀୟା

ମାଟ୍ରିକ ପରୀକ୍ଷା ଫଳ ତ୍ରୁଟି ପ୍ରସଙ୍ଗ। ପତିକ୍ରିୟା ରଖିଲେ ବୋର୍ଡ କର୍ତ୍ତୃପକ୍ଷ । ବୋର୍ଡ ପକ୍ଷରୁ କୌଣସି ତ୍ରୁଟି ହୋଇନାହିଁ । ଯେଉଁ ଛାତ୍ର ଛାତ୍ରୀ ମାନେ ରେଜଲ୍ଟକୁ ନେଇ ଅସନ୍ତୋଷ ଅଛନ୍ତି ସେମାନେ ପୁନର୍ବାର ପରୀକ୍ଷା ଦେଇ ପାରିବେ ।
ମାର୍କ ସଂଶୋଧନର କୌଣସି ଅବକାଶ ନାହିଁ ।
ଚାରିବର୍ଷର ସ୍କୁଲ ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯାଇଛି।

କଟକରୁ ଭରତ ମହାରଣାଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.