୨ ବଣୁଆ ହାତୀ ନନ୍ଦନକାନନ ପାଚେରୀ ଭାଙ୍ଗିଲେ

ନନ୍ଦନକାନନରେ ୨ ବାଣୁଆ ହାତୀଙ୍କ ଅନୁପ୍ରବେଶ, ୨ ଜାଗାରେ ପାଚେରୀ ଭାଙ୍ଗିଲେ
ଭୁବନେଶ୍ଵର:ନନ୍ଦନକାନନ ପାଚେରୀ ଭାଙ୍ଗି ୨ ଚନ୍ଦକା ଅଭୟାରଣ୍ୟର ବଣୁଆ ହାତ ଅନୁପ୍ରବେଶ କରିଥିଲେ । ଶନିବାର ରାତିରେ ପାଚେରୀ ଭାଙ୍ଗି ପସିବା ପରେ ରାତି ପର୍ଯ୍ୟନ୍ତ ବାଘ ସଫାରୀ ପଛ ଜଙ୍ଗଲରେ ଅଟକିଥିଲେ । କର୍ମଚାରୀ ଘଉଡ଼ାଇବାରୁ ରବିବାର ରାତିରେ ବାହାହକୁ ଯାଇ ପୁଣି ସୋମବାର ପାହାନ୍ତାରେ ଫେରି ଆସିଥିଲେ। ଏବେ ନନ୍ଦନକାନନ ଓ ଚନ୍ଦକା ବନ ବିଭାଗ କର୍ମଚାରୀ ବାଣ ଫୁଟାଇ ଘଉଡାଇବାରୁ ଜଙ୍ଗଲକୁ ବାହୁଡି ଛନ୍ତି ବଣୁଆ ହାତୀ ଦୁଇଟି ।

Leave a Reply

Your email address will not be published.