ପଞ୍ଚୁପଳ ପ୍ରସିଦ୍ଧ ମା’ ମହା ଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ କଟକଣାରେ

ବାରଙ୍ଗ : କୋଭିଡ କଟକଣା ଭିତରେ ଚଳିତ ବର୍ଷ  ବାରଙ୍ଗ ଅଞ୍ଚଳ ପ୍ରସିଦ୍ଧ ପଞ୍ଚୁପାଳ ସ୍ଥିତ ମା’ ରାଜ ରାଜେଶ୍ବରୀ ମହା ଲକ୍ଷ୍ବାର୍ଷିକ ଉତ୍ସବ  ପାଳନ ହୋଇଛି। ଏଥର ଭକ୍ତଙ୍କ ସମାଗମ ନାହିଁ ଓ ମନ୍ଦିର ପ୍ରବେଶକୁ ନିଶେଦ୍ଧ କରାଯାଇଛି। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ଓ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରଖାଯାଇ ନାହିଁ। ପରମ୍ପରା ଅନୁଶାରେ ବୁଧବାର କୁମ୍ଭ ସ୍ଥପନ ପରେ ସୀମିତ ୫ ଜଣ ବ୍ରାହ୍ମଣଙ୍କୁ ନେଇ ରବିବାର ପର୍ଯ୍ୟନ୍ତ କେବଳ ବିଧି ପାଳନ କରାଯାଉଛି। ମା’ଙ୍କର ରାଜ ରାଜେଶ୍ବରୀ ବେଶ କେବଳ ମୋବାଇଲ ଓ୍ଟାଟସପ,ଫେସବୁକ୍ରେ ଦର୍ଶନ ସୁବିଧା କରାଯାଇଛି।

Leave a Reply

Your email address will not be published.