କୁକୁରଙ୍କ କବଳରୁ ହରିଣ ଉଦ୍ଧାର

ଭୁବନେଶ୍ବର: ଚନ୍ଦକା ଅଭୟାରଣ୍ୟ ର ହଳଦିଆ ରେଞ୍ଜ ଅଧୀନ ମହୁଲୁ ଅଞ୍ଚଳରୁ କୁକୁର ମୁହଁରୁ ଏକ ଜଙ୍ଗଲି ହରିଣକୁ ଉଦ୍ଧାର କରାଯାଇଛି।   ଜଙ୍ଗଲୀ ହରିଣଟିକୁ କୁକୁରମାନେ ଗୋଡାଇ ଅକ୍ରମଣ କରୁଥିବା ବେଳେ ତାକୁ ସ୍ଥାନୀୟ ଲୋକ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହଳଦିଆ ବନବିଭାଗ କୁ ହସ୍ତାନ୍ତର କରିଥିଲେ। ହରିଣଟିକୁ ଖୋର୍ଦ୍ଧା ଡିଭିଜନକୁ ଆଣୀ ସେଠାରେ ଚିକିତ୍ସା କରାଯିବା ପରେ ହଳଦିଆ ରେଞ୍ଜର ଅଧୀନ ଜଙ୍ଗଲ ରେ ଛଡା ଯାଇଥିବା କର୍ତୁପକ୍ଷ ସୂଚନା ଦେଇଛନ୍ତି।

Leave a Reply

Your email address will not be published.