ଆଜି ସକାଳ ର କିଛି ଖବର

ଖବର ଆଜିର
ତାରିଖ ୦୭/୦୪/୨୧, ବୁଧବାର

୧-ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା,କୋଭିଡ କଟକଣା ପାଳନ ନେଇ ୧୦ ଦିନ କଠୋର ହେବାକୁ ପୁଲିସକୁ ନିର୍ଦ୍ଦେଶ।

୨-ସଂଗରୋଧ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର, ୨ଟି ଡୋଜ୍‌ ନେଇଥିବା ସ୍ୱାସ୍ଥ୍ୟକର୍ମୀ ସ୍ୱାଭାବିକ ଭାବେ ଚଳିପାରିବେ।

୩-ଭୁବନେଶ୍ୱର : ସିଲ୍‌ ହେଲା ସିଲିକନ୍‌ ଇଂଜିନିୟରିଂ କଲେଜ, ମାନି ନଥିଲେ କୋଭିଡ୍‌ କଟକଣା।

୪-ରାଜଧାନୀ ପାଳିବ ୭୩ତମ ପ୍ରତିଷ୍ଠା ଦିବସ: ହେବନି ପରେଡ, କୋଭିଡ କଟକଣାରେ କାର୍ଯ୍ୟକ୍ରମ।

୫-କଟକ: କୋର୍ଟରେ ମିଳିବ ଇ-ସେବା, ଖୋଲିଲା ୨୪୪ଟି ଇ-ଫାଇଲିଂ ପୋର୍ଟାଲ।

୬-ଭୁବନେଶ୍ୱର:୧୧ଜିଲ୍ଲାରେ ଭୀଷଣ ଗରମ ଆଶଙ୍କା,୯ ସହରରେ ୪୦ଂ ଡେଇଁଲା।

୭-ଭୁବନେଶ୍ୱରରେ ଶହେ ଟପିଲା କରୋନା।ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି BMC।

୮-ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର।ତହସିଲଦାରଙ୍କ ଗାଡ଼ିରୁ ୧ଲକ୍ଷ ୭ହଜାର ଟଙ୍କା‌ ଜବତ

୯-କୋଟିଆ ସହ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ:ଆନ୍ଧ୍ର ହାଇକୋର୍ଟ

୧୦-ଭୁବନେଶ୍ୱର:୧୦ ଦିନରେ ମିଳିବ ବାସିନ୍ଦା ଓ ଆୟ ପ୍ରମାଣ ପତ୍ର : ରାଜସ୍ୱ ବିଭାଗ।

୧୧-ଡେଲାଙ୍ଗ: ଡେଲାଙ୍ଗ ରେ ଫ୍ଲାଇଙ୍ଗ ସ୍କାଡ ଚଢ଼ାଉ,୩୩ ଉଜ୍ଜ୍ୱଳା ସିଲିଣ୍ଡର ସହ ୪୨ ଗ୍ୟାସ୍ ସିଲିଣ୍ଡର୍ ଜବତ।

୧୨-ଏସସିବିକୁ ଦଲାଲମୁକ୍ତ କରିବାକୁ ପ୍ରୟାସ : କମିଶନରେଟ ପୋଲିସର ମିଶନ ଜୋରଦାର।

୧୩-ଯାଜପୁର ପାଣିକୋଇଲି ଥାନା:ଥାନା ଭିତରେ ନାଗିନ ଡ୍ୟାନ୍ସ ପଡିଲା ମହଙ୍ଗା, ଏଏସଆଇ ସସପେଣ୍ଡ।



ଆଜି ବିଶ୍ୱ ଆରୋଗ୍ୟ ଦିବସ

Leave a Reply

Your email address will not be published.