ବିଜେପିରେ ମିଶିଲେ ଶତାଧିକ କର୍ମୀ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଲୀ ଗ୍ରାମ ପଞ୍ଚାୟତର ଫୂଟବଲ ପଡ଼ିଆଠାରେ ଆଜି ଶତାଧିକ ବିଜେଡି କାର୍ୟ୍ୟକର୍ତ୍ତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟତମ ଅତିଥି ଭାବେ ନାଉରି ସିଂହ, ବଳଭଦ୍ର ସାହୁ, ରାସବିହାରୀ ବେହେରା, ମନମୋହନ ସିଂହ, ଦୁର୍ଯ୍ୟୋଧନ ପଣ୍ଡା, ଆଶୁତୋଷ ପଣ୍ଡା, ହୃଦାନନ୍ଦ ବେହେରା ଓ କେରଜୋଲୀ ପଂଚାୟତର ବହୁ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.