ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ

ବାଙ୍କୀ : କଟକ ଜିଲ୍ଲା ବାଙ୍କୀରେ ଜିଲ୍ଲାସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ ୨୦୨୦ ପାଳିତ ହୋଇଯାଇଛି। ପାଳନ ଅବସରରେ ଉପଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଜେନା,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶାରଦା ପ୍ରସାଦ ମହାନ୍ତି, ସହକାରୀ ଜିଲ୍ଲାପାଳ ଦେବେନ୍ଦ୍ର ଖଟୁଆ, ପ୍ରେସ କ୍ଲବର ସଭାପତି ଶ୍ରୀ ବଳଭଦ୍ର ପଣ୍ଡା,ଉପ ସଭାପତି ସମରେନ୍ଦ୍ର ମହାପାତ୍ର ଓ ଅନ୍ୟାନ୍ୟ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନକରି ସ୍ମୃତିସଭା କରିଥିଲେ।

Leave a Reply

Your email address will not be published.