ଦଶହରା ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଶୁଭେଚ୍ଛା ବାର୍ତ୍ତା

ଦଶହରା ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଶୁଭେଚ୍ଛା ବାର୍ତ୍ତା ।  ଶାରଦୀୟ ଅଭିନନ୍ଦନ ,ମା’ଙ୍କ କୃପା ଦୃଷ୍ଟି ସଦା ରହି ଥାଉ । ଆମ ପୁରି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ରହୁ ।

Leave a Reply

Your email address will not be published.